ନିୟନ୍ତ୍ରଣ ରେଖାରେ ଅସ୍ତ୍ରବିରତି ଉଲ୍ଲଂଘନ ଅଭିଯୋଗ ଆଣି ଭାରତକୁ ସମନ ପଠାଇଲା ପାକିସ୍ତାନ

ନୂଆଦିଲ୍ଲୀ: ନିୟନ୍ତ୍ରଣ ରେଖାଠାରେ ଭାରତୀୟ ସେନା ଅସ୍ତ୍ର ବିରତି ଉଲ୍ଲଂଘନ କରିଥିବା ଅଭିଯୋଗ ଆଣି ଭାରତୀୟ ଉଚ୍ଚ ଆୟୋଗର ଜଣେ ବରିଷ୍ଠ କୁଟନୀତିଜ୍ଞଙ୍କୁ ସୋମବାର ସମନ ପଠାଇଛି ଶତ୍ରୁ ଦେଶ ପାକିସ୍ତାନ। ପାକିସ୍ତାନର ବୈଦେଶିକ କାର୍ଯ୍ୟାଳୟ ପକ୍ଷରୁ ଅଭିଯୋଗ ଅଣାଯାଇ କୁହାଯାଇଛି ଯେ ରବିବାର ଖୁଇରତା ସେକ୍ଟରରେ ଭାରତୀୟ ସେନା ପକ୍ଷରୁ ହୋଇଥିବା ଅକାରଣ ଗୁଳି ମାଡ଼ରେ ଜଣେ ୩୭ ବର୍ଷିୟ ନାଗରିକ ଆହତ ହୋଇଛନ୍ତି। ବୈଦେଶିକ କାର୍ଯ୍ୟାଳୟ ପକ୍ଷରୁ … Continue reading ନିୟନ୍ତ୍ରଣ ରେଖାରେ ଅସ୍ତ୍ରବିରତି ଉଲ୍ଲଂଘନ ଅଭିଯୋଗ ଆଣି ଭାରତକୁ ସମନ ପଠାଇଲା ପାକିସ୍ତାନ